ମା ବୁଢ଼ୀ ସାନ୍ତାଣୀଙ୍କ ଘଟ ପରିକ୍ରମା
ମା ବୁଢ଼ୀ ଠାକୁରଣୀ ସାନ୍ତାଣୀ ଙ୍କୁ ଦେଶିବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ କୁ ଆଣିବା ପାଇଁ ବାହାରିଲେ ଦୁର୍ଗା ପ୍ରାସାଦ ଦେଶିବେହେରା
ମା ବୁଢ଼ୀ ଠାକୁରାଣୀଙ୍କୁ ନିମନ୍ତ୍ରଣ ଦେବା ପାଇଁ ଦୂର୍ଗା ପ୍ରାସାଦ ଦେଶିବେହେରା ପଟୁଆର ରେ ଠାକୁରଣୀ ମନ୍ଦିରକୁ ଯାଉଛନ୍ତି